ସୁକିନ୍ଦା ଫରେଷ୍ଟ ବିଭାଗ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଲେ ଶ୍ରମିକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଫରେଷ୍ଟ ବିଭାଗ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଲେ ଶ୍ରମିକ ! ପାରିଶ୍ରମିକ ପାଇବା ଦାବିରେ ସୁକିନ୍ଦା ଫରେଷ୍ଟ ବିଭାଗ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଲେ ଶ୍ରମିକ । ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟରେ ବନ ବିଭାଗ ସ୍ଥାନୀୟ ଶ୍ରମିକ ମାନଙ୍କୁ ନିୟୋଜିତ କରି କାର୍ଯ୍ୟ କରିଥିଲେ । ସେହି ଶ୍ରମିକ ମାନେ ତାଙ୍କର ପାରିଶ୍ରମିକ ପାଇବାରେ ବିଳମ୍ୱ ହେବାରୁ ସୁକିନ୍ଦା ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶ୍ରମିକ ମାନେ ଏକାଠି ହୋଇ ସୁକିନ୍ଦା ବନ ବିଭାଗ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ରେ ବସି ରହିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *