ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ପବିତ୍ର ପଣାସଂକ୍ରାନ୍ତି ପାଇଁ ସମଗ୍ର ରାଜ୍ୟ ଉତ୍ସବ ମୁଖର ! ଓଡ଼ିଆ ନବ ବର୍ଷ ପାଳୁଛନ୍ତି ଲୋକେ ! ହନୁମାନ ଜୟନ୍ତୀରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଜୟ ବଜରଙ୍ଗ ବାଲି ନାରା ! ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ମହୁଲପାଲି କୁମନିବାହାଳୀ ସ୍ଥିତ ବଜରଙ୍ଗବାଲି ନ୍ଦିର ରେ ହନୁମାନ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତି ପାଳିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ କର୍ତା ଭାବେ ବଜରଙ୍ଗବାଲି ହୋଟେଲ ର ମାଲିକ ତଥା ସମାଜସେବୀ ମୁକେଶ ଠାକୁର ସପରିବାର ଯୋଗ ଦେଇଥିଲେ ! କାର୍ଯ୍ୟକ୍ରମ ରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା !
ମହୁଲପାଲି କୁମନିବାହାଳୀ ସ୍ଥିତ ବଜରଙ୍ଗବାଲି ମନ୍ଦିର ରେ ହନୁମାନ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତି ପାଳିତ !!!

