ପାରଳାଖେମୁଣ୍ଡିରେ ପବିତ୍ର ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଓ ପୁରପଲ୍ଲୀରେ ପବିତ୍ର ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ସହରର ବିଭିନ୍ନ ହନୁମାନ ମନ୍ଦିର ଓ ସାହି ଛକ ନିକଟରେ ଥିବା ହନୁମାନ ମୂର୍ତ୍ତି ରେ ପୂଜାର୍ଚ୍ଚନା କରିବା ସହ ପଣା ବଣ୍ଟନ ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ ସକାଳୁ ହନୁମାନ ମନ୍ଦିରକୁ ନଡ଼ିଆ, କଦଳୀ ଫୁଲ ଫଳ ଧରି ଯାଇ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି । ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *