ପ୍ରକୃତ ଭଲପାଇବା ଲେଖା ପାଇଁ ରବିନାରାୟଣ ପଟ୍ଟନାୟକ ପାଇବେ ସମ୍ମାନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆସନ୍ତା ମାସ ମେ ୧ ତାରିଖ ଦିନ ଭୁବନେଶ୍ଵର ଠାରେ ଦୈନିକ ଖବର କାଗଜ ରେ ସ୍ତମ୍ଭ ଲେଖା ପାଇଁ ଶ୍ରୀ ରବିନାରାୟଣ ପଟ୍ଟନାୟକ ଙ୍କୁ ସମ୍ମାନିତ କରାଯିବ । ଦୈନିକ ଖବର କାଗଜ ରେ ପ୍ରକାଶ ପାଇଥିବା ତାଙ୍କ ଦ୍ଵାରା ଲେଖା ପ୍ରକୃତ ଭଲ ପାଇବା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶ୍ରୀ ପଟ୍ଟନାୟକ ଙ୍କୁ ସମ୍ମାନିତ କରିବେ ।

Leave a Reply

Your email address will not be published. Required fields are marked *