ଗୋଦାବରୀଶ ମହାବିଦ୍ୟାଳୟ ର ରୋଭର ରେଞ୍ଜର ମାନଙ୍କ ଦ୍ଵାରା ଜଳ ସେବା କାର୍ଯକ୍ରମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ୍ ସହାୟତା ରେ ଗୋଦାବରୀଶ ମହାବିଦ୍ୟାଳୟ ର ରୋଭର ରେଞ୍ଜର ଙ୍କ ଦ୍ବାରା କଲେଜ ରୋଡ଼ ର ଭାଗୀରଥୀ ମଣ୍ଡପ ପାର୍ଶ୍ଵରେ ଏକ ଜଳସେବା ଶିବିର ଅଧ୍ୟକ୍ଷ ବିନାୟକ ହୋତା ଙ୍କ ଉପସ୍ଥିତିରେ ଆୟୋଜିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ପରିଚାଳିତ ହେବ | ପ୍ରଥମ ଦିନ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ପ୍ରଶାସନିକ ଅଧିକାରୀ ଏସ୍.ପି.ଏନ୍.ଏସ୍ ବର୍ମା , ଯୁକ୍ତ ୨ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର , ଆଦିତ୍ୟ ସାରଥୀ ବେଦମତା , କୁମାରୀ ଉତ୍କଳିକା ପାଢୀ ଏବଂ ପ୍ରାକ୍ତନ ରୋଭର ଛାତ୍ର ସୁନିଲ୍ କୁମାର ସ୍ୱାଇଁ, ନିତିଶ୍ କୁମାର ବିଶ୍ବାଳ, ସିତୁନ ମହାପାତ୍ର ଓ ରୋଭର ତୁଷାର, ଅନିରୁଧ ଏବଂ ରେଞ୍ଜର ଚିନ୍ମୟୀ, ମୋନାଲିସା, ବର୍ଷା, ସରିତା, ଗାୟତ୍ରୀ, ଶ୍ରଦ୍ଧାଞ୍ଜଳୀ, ଅନନ୍ୟା, ଇତିଶ୍ରୀ, ଶର୍ମିଷ୍ଠା , ରୂପା, ଇତି, ବିଷ୍ଣୁପ୍ରିୟା ଙ୍କ ଉପସ୍ଥିତି ରେ ଦିବା ୧୧ ଘଟିକା ଠାରୁ ୨ ଘଟିକା ପର୍ଯ୍ୟନ୍ତ ପ୍ରାୟ ୧୨୦ ଲୋକ ଙ୍କୁ ଦହି ସରବତ ବଣ୍ଟନ କରାଯାଇଥିଲା !

Leave a Reply

Your email address will not be published. Required fields are marked *