ଖଜୁରୀପଦା ନିକଟରେ ବିଜେଡି ପ୍ରଚାର ଗାଡି ଧକ୍କା : ଗାଡି ଚାଳକ , ସହାୟକ ଆହତ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖଜୁରୀପଦା ନିକଟରେ ବାଙ୍କୀ ବିଜେଡି ର ପ୍ରଚାର ଗାଡି ଧକ୍କା ! ମିଳିଥିବା ସୂଚନା ଅନୁଯାୟୀ ଭାରସାମ୍ୟ ହରାଇ ବିଜେଡି ପ୍ରଚାର ଗାଡି ରାସ୍ତା ପାର୍ଶ୍ୱ ଏକ ଗଛରେ ଧକ୍କା ହୋଇଛି ! ଦୁର୍ଘଟଣାରେ ଗାଡି ଚାଳକ ଓ ସହାୟକ ଆହତ ହୋଇ କଳାପଥର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି !

Leave a Reply

Your email address will not be published. Required fields are marked *