ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ମୁଣ୍ଡାପାଲି ଗ୍ରାମ ରେ ନlମଯଜ୍ଞ ଆୟୋଜିତ । ବରଗଡ ଜିଲ୍ଲା ର ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲଟ ବ୍ଲକ ର ତାଲପାଲି ଗ୍ରାମପଞ୍ଚାୟତ ର ମୁଣ୍ଡାପାଲି ଗ୍ରାମ ରେ ଷୋହଳ ପ୍ରହରୀ ନlମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଆଖ ପାଖ ଗ୍ରାମ ର ଶ୍ରଦ୍ଧାଳୁ ଓ ଜନସାଧାରଣ ଯୋଗ ଦେଇଥିଲେ ଓ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ ହୋଇଥିଲା !


