କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସାନ ଏକାଦଶୀ ପାଳିତ l କୋରାପୁଟ ସ୍ଥିତ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ରେ ସାନ ଏକାଦଶୀ ଭକ୍ତଗଣ ପାଳନ କରିଛନ୍ତି l ଏହି ଏକାଦଶୀ ଅନ୍ୟ ବାରଟି ଏକାଦଶୀ ମଧ୍ୟ୍ୟରେ ଅନ୍ୟତମ ଅଟେ l ସକାଳୁ ସକାଳୁ ମନ୍ଦିର ପ୍ରାଙ୍ଗଣରେ ଭକ୍ତ ଙ୍କ ଭିଡ଼ ଲାଗିବା ସହ ଭୋଗ ନୈବେଦ୍ୟ ଆଳତି ସହ ପୂଜାର୍ଚନା କରିଥିଲେ l ମନ୍ଦିର ପ୍ରାଙ୍ଗଣରେ ପରିଭ୍ରମଣ କରି ତିନି ଠାକୁର ଙ୍କ ସାନିଧ୍ୟ୍ୟ ଲାଭ କରିଥିଲେ ଶ୍ରଦ୍ଧାଳୁ l
କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସାନ ଏକାଦଶୀ ପାଳିତ !!!

