ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଆମିଟି ର ଅଧିଷ୍ଠାନ ଦିବସ କାର୍ଯ୍ୟକ୍ରମ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଆମିଟି ର ଅଧିଷ୍ଠାନ ଦିବସ କାର୍ଯ୍ୟକ୍ରମ ! ରାଜଧାନୀ…

ଆମ ରିପୋଟରଜିଲ୍ଲାନୟାଗଡ

ଅବସର ଗ୍ରହଣ କଲେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଶ୍ରୀ ସିଦ୍ଧାର୍ଥ…

ଆମ ରିପୋଟରଜିଲ୍ଲାମାଲିକାନଗିର

ବାଲି ବୋଝେଇ ଟ୍ରାକ୍ଟର ରେ ଲେଖାହୋଇଛି PRESS !!!

ମାଲକାନଗିରି ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ ମିଶ୍ର : ବାଲି ବୋଝେଇ ଟ୍ରାକ୍ଟର ରେ ପ୍ରେସ ଲେଖାଯାଇଛି ! କାଲିମେଳା ପୁଲିସ ପକ୍ଷରୁ ଏକ…

ଆମ ରିପୋଟରକଟକଜିଲ୍ଲା

ପ୍ରତି ଶିଶୁଙ୍କର ପଢ଼ା ଆରମ୍ଭରୁ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ନିହାତି ଜରୁରୀ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସମର୍ଥ ଫାଉଣ୍ଡେସନର ଆଲୋଚନା ଚକ୍ର , ପ୍ରତି ଶିଶୁଙ୍କର ପଢ଼ା ଆରମ୍ଭରୁ ନୈତିକ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତିର ସ୍ୱାଗତିକା ଙ୍କର ବିଶ୍ୱ ମଂଚରେ ସଫଳତା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଚିତ୍ରକାର ସାହିର ବାସିନ୍ଦା ଭାସ୍କର ପାଣିଗ୍ରାହୀଂକ କନ୍ଯା ସ୍ୱାଗତିକା ପାଣିଗ୍ରାହୀ…

ଅପରାଧଆମ ରିପୋଟରଜଗତସିଂହପୁରଜିଲ୍ଲା

ପାରାଦୀପ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ : ବେଆଇନ ମଦ ବ୍ୟବସାୟୀଙ୍କ ମଧ୍ୟରେ ଛନକା !!!

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ସରକାରୀ ବିଦେଶୀ ମଦ ଦୋକାନ ରେ ବିକ୍ରି ହେଇଥିଲା ନକଲି ମଦ । ମାଡି…

ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଶ୍ରୀ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଶ୍ରୀ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ।…

ଆମ ରିପୋଟରକଟକଜିଲ୍ଲା

ପଣ୍ଡିତ ପ୍ରଦୀପ୍ତ ପାଲଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଳକ ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ଧର୍ମପ୍ରାଣ ବ୍ୟକ୍ତି ତଥା ଅରପୁର ରଘୁନାଥ…

ଆମ ରିପୋଟରକଟକଜିଲ୍ଲା

ବୈଦେଶ୍ଵର ଥାନାରେ ତ୍ରିନାଥ ଦେବଙ୍କ ବାର୍ଷିକ ପୂଜା ଉତ୍ସବ !!!

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବୈଦେଶ୍ଵର ଥାନାରେ ତ୍ରିନାଥ ଦେବଙ୍କ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି !