ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫ ରୁ ସାଂସଦ ସ୍ବର୍ଗତ ଧନଞ୍ଜୟ ମହାନ୍ତି ଙ୍କ ଜୟନ୍ତୀ ପାଳିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ପାଟଣା ଗ୍ରାମ ର ସ୍ଵାଧୀନତା ସଂଗ୍ରାମୀ , ଅଧିବକ୍ତା , ସର୍ବୋଦୟ ନେତା , ସାଂସଦ ତଥା ବିଧାୟକ ସ୍ବର୍ଗତ ଧନଞ୍ଜୟ ମହାନ୍ତି ଙ୍କ ଜୟନ୍ତୀ ରେ କଟକ ସଦର ୪୨ ମୌଜା ପାଟଣା ଗ୍ରାମ ର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ର ଉପଦେଷ୍ଟା ଡକ୍ଟର ଶେଖ୍ କଳିମୁଳ୍ଲା , ଇଞ୍ଜିନିୟର ସେବକ ଶ୍ରୀକାନ୍ତ ବେଉରା, ସମବାୟବିତ ମହେନ୍ଦ୍ର ନାୟକ , ଶାନ୍ତି କମିଟି ର ସଭାପତି ଶରତ କୁମାର ରାୟ , ପୁର୍ବତନ ସରପଞ୍ଚ ରାମ ଚନ୍ଦ୍ର ଗୋଛାୟତ , ସାମ୍ବାଦିକ ସୁକାନ୍ତ ବେଉରା , ଅନିଲ କୁମାର ଦାସ , ଚନ୍ଦନ ମହାନ୍ତି, ସଭାପତି ସରୋଜ ନଳିନୀ ପରିଜା , କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ , ଉପସଭାପତି ଉପେନ୍ଦ୍ର ବାରିକ , ପ୍ରଭାତ କୁମାର ଖଟୁଆ , ମହାସଚିବ ରୁଦ୍ର ନାରାୟଣ ଦାସ, ସାଧାରଣ ସମ୍ପାଦକ ବରିଷ୍ଟ ସଙ୍ଗଠକ ନାରାୟଣ ଚନ୍ଦ୍ର ମହାନ୍ତି, ରଞ୍ଜିତ ମହାନ୍ତି, ନଟବର ବେହେରା , କ୍ଷୀରୋଦ ଚନ୍ଦ୍ର ଦାସ , ଵିଚିତ୍ର ନନ୍ଦ ଭୋଇ ପ୍ରଭୃତି ତୈଳ ଚିତ୍ର ରେ ପୁଷ୍ପ ମlଲ୍ୟ ଦେଇ ଜନ୍ମ ଜୟନ୍ତୀ ରେ କୋଟି କୋଟି ପ୍ରଣାମ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *