ବଡମ୍ବା ଭଟ୍ଟାରିକା ଛକ ଠାରେ ସଡକ ଦୁର୍ଘଟଣା : ୨ ମୃତ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ଭଟ୍ଟାରିକା ଛକ ଠାରେ ସଡକ ଦୁର୍ଘଟଣାରେ ଭାଇ ଭଉଣୀ ମୃତ ! ବଡମ୍ବା ଥାନା ଅନ୍ତର୍ଗତ ଭଟ୍ଟାରିକା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ! ଘଟଣା ସ୍ଥଳରେ ବନମାଳୀପୁର ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ମୃତ୍ଯୁ ବରଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ବଡମ୍ବା ଡାକ୍ତର ଖାନାରେ ପାଲିଆ ସାହୁ ଙ୍କର ମୃତ୍ଯୁ ହୋଇଛି । ଘଟଣା ସ୍ଥଳ ରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା , ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।

Leave a Reply

Your email address will not be published. Required fields are marked *