ବାଟବଣା ହୋଇ ଜନବସତିରେ ପଶିଲେ ବଣୁଆ ହାତୀ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ବ୍ଲକ ଅଞ୍ଚଳରେ ବାଟବଣା ହୋଇ ଜନବସତିରେ ପଶିଲେ ବଣୁଆ ହାତୀ ! ବଡମ୍ବା ବ୍ଲକ ବେଲିଆପାଳ ପଞ୍ଚାୟତ ର ଖଳି ଖାତ ନାଳରେ ଦୁଇଟି ଦନ୍ତା ଏବଂ ଗୋଟିଏ ମାଈ ହାତୀ ଫସି ରହିଥିବା ଦେଖାଯାଇଛି ! ହାତୀଙ୍କୁ ସୁରକ୍ଷିତ ଭାବରେ ଘଉଡାଇବା ପାଇଁ ବନ ବିଭାଗ, ଦମକଳ ବାହିନୀ, ବଡମ୍ବା ତହସିଲଦାର ଙ୍କ ସମେତ ଅପରେସନ ଜାରି ରହିଛି ।

Leave a Reply

Your email address will not be published. Required fields are marked *