କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ମୋ ବସରେ ଲାଗିଲା ନିଆଁ ! CDA ସେକ୍ଟର -୯ ଠାରେ ଘଟିଛି ଏଭଳି ଘଟଣା ! ରାସ୍ତା ମଝିରେ ଜଳିଗଲା ବସ୍ , ବସ୍ ରେ 4 / 5 ଜଣ ଯାତ୍ରୀ ଥିଲେ ଓ ସମସ୍ତେ ସୁରକ୍ଷିତ ଅଛନ୍ତି । ଅଗ୍ନିଶମ ବିଭାଗ ନିଆଁ ଲିଭାଇଲେ , ଗାଡ଼ି ନମ୍ୱର୍ OD 05 T 7041 , ଅଗ୍ନିକାଣ୍ଡରେ 80% ଜଳିଗଲା ବସ୍ !
ମୋ ବସରେ ଲାଗିଲା ନିଆଁ !!!

