ଇନର୍ ହୁଇଲ୍ କ୍ଳବ୍ ଅଫ ଭୁବନେଶ୍ୱର ଏକାମ୍ର ତରଫରୁ ଅଭିନବ ପ୍ରୟାସ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଇନର୍ ହୁଇଲ୍ କ୍ଳବ୍ ଅଫ ଭୁବନେଶ୍ୱର ଏକାମ୍ର ତରଫରୁ ଅଭିନବ ପ୍ରୟାସ । ସଙ୍ଗଠନ କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆରମ୍ଭ ହେଲା ନୂଆ ପ୍ରୋଜେକ୍ଟ । ସଂଗଠନର ବରିଷ୍ଠ ସଭ୍ୟା ଙ୍କ ସହଯୋଗରେ ଦୁଇଟି ପେଶା ମେସିନ ସ୍ଥାପିତ । ୱେଟ ଗ୍ରାଇଣ୍ଡର , ଡ୍ରାଇ ଗ୍ରାଉଣ୍ଡର , ୱେଟ୍ ମେସିନ ଏବଂ ପ୍ୟାକିଂ ମେସିନ ର ଶୁଭ ଉଦଘାଟନ କଲେ ଜିଲ୍ଲା ଅଧ୍ୟକ୍ଷା । ଆୟୋଜିତ କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା 326 ର କର୍ମକର୍ତ୍ତା ଙ୍କ ସମେତ ଏକାମ୍ର ଇନର ହୁଇଲ ର ବହୁ ସଦସ୍ୟା ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *