ରୋଟାରୀ କ୍ଲବ ଅଫ ଇନଫୋସିଟି ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜଧାନୀର ପଟିଆ ସ୍ଥିତ ଶିରିଡି ସାଇ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର . ରୋଟାରୀ କ୍ଲବ ଅଫ ଇନଫୋସିଟି ଉଦ୍ୟମରେ ଏବଂ ପଟିଆ ସାଇ ସେବା ଟ୍ରଷ୍ଟ ର ସହଯୋଗରେ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା .

Leave a Reply

Your email address will not be published. Required fields are marked *