ବରଗଡ ଜିଲ୍ଲା ପଦ୍ମପୁର ରେ ଦେଖିବାକୁ ମିଳିଛି ଭାରତ ବନ୍ଦ ର ପ୍ରଭାବ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ପଦ୍ମପୁର ରେ ଦେଖିବାକୁ ମିଳିଛି ଭାରତ ବନ୍ଦ ର ପ୍ରଭାବ ! ବିଜେପୁର ଏନଏସି ରେ ବିଭିନ୍ନ ସଂଗଠନ ବହୁଜନ ସମାଜ ପାର୍ଟି, ଆଦିବାସୀ ହରିଜନ ଦଳିତ ମଞ୍ଚ ଏବଂ ବିଭିନ୍ନ ବଣିକ ସଙ୍ଘ ପିକେଟିଂ କରି ସ୍କୁଲ କଲେଜ ସବୁ ବନ୍ଦ ରଖିଥିଲେ ! ଜରୁରୀକାଳୀନ ସେବା କୁ ଛାଡି ବାକି ସବୁ ଅନୁଷ୍ଠାନ ବନ୍ଦ ରହିଥିଲା !

Leave a Reply

Your email address will not be published. Required fields are marked *