ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପ୍ରତି ପାଞ୍ଚ ମିନିଟ ରେ ରାସ୍ତାରେ ଯାଉଛି ବାଲି ବୋଝେଇ ଭାରୀଯାନ ! ଗହଳିରେ ଫସି ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା ! ଦିନକୁ ଦିନ ବଢୁଛି ଜବର ଦଖଲ , କଳାପଥର ଧଳାପଥର ଅଞ୍ଚଳରେ ମୁଖ୍ୟ ରାସ୍ତା ପାର୍ଶ୍ୱକୁ ମାଡି ବସି ବହୁ ଲୋକ ବ୍ୟବସାୟ କରୁଥିବା ବେଳେ , ଏବେ ରାସ୍ତା ଉପରେ ମେଲାଇ ଦେଇଛନ୍ତି ପସରା !
ଭାରୀଯାନ ଏବଂ ପରିବା ବେପାରୀ ଙ୍କ କବଜାରେ କଳାପଥର ମୁଖ୍ୟ ରାସ୍ତା : ଲୋକେ ହେଲେଣି ନୟାନ୍ତ !!!

