କରୋନା ସଂକ୍ରମଣ ଭୟ : ଶବ ସଂସ୍କାର ପାଇଁ ଆସିଲେ ନାହିଁ ଗାଁ ଭାଇ !!

0
772

ଅନୁଗୋଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ କୁଲେଇ ଗ୍ରାମ ପଞ୍ଚାୟତର ଜଣେ ବୃଦ୍ଧା ମୃତ୍ୟୁ ବରଣ କରିବା ପରେ, କୋଭିଡ ସଂକ୍ରମଣ ହୋଇଥିବାର ସନ୍ଦେହରେ ଗ୍ରାମର ଲୋକମାନେ ଶବ ସଂସ୍କାର କରିବା ପାଇଁ ଆସିଲେ ନାହିଁ . ତେବେ ଏପରି ସ୍ଥିତିରେ ସ୍ଥାନୀୟ ଯୁବ ସମାଜସେବୀ ତଥା ବିଜେଡି ଜିଲ୍ଲା ଯୁବ ସମ୍ପାଦକ ପ୍ରଦୀପ କୁମାର ସାମଲ ତାଙ୍କ ନିଜ ପରିବାର ବର୍ଗଙ୍କୁ ଧରି ଶବସଂସ୍କାର କରାଇଥିଲେ । ମହାମାରୀ ପରି ଜଟିଳ ସମୟରେ ପ୍ରଦୀପ ଙ୍କର ଏପରି କାମକୁ ସମସ୍ତେ ସ୍ୱାଗତ କରିଛନ୍ତି .

LEAVE A REPLY

Please enter your comment!
Please enter your name here