ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନ କରାଉଛନ୍ତି ଅଙ୍ଗନବାଡି କର୍ମୀ । ଗଜପତି ଜଲ୍ଲା ଗୋଷାଣୀ ବ୍ଲକ୍ ର କେରାଣ୍ଡି ପଂଚାୟତ ର ବି. ସୀତାପୁର ଗ୍ରାମ ର ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ଗ୍ରାମରେ ସୁଭଦ୍ରା ଯୋଜନା କୁ ନେଇ ବ୍ୟାପକ ସଚେତନତା କରାଉଛନ୍ତି । କିପରି ପ୍ରକୃତ ହିତାଧିକାରୀ ଏହି ଯୋଜନା ପାଇ ପାରିବେ ସଚେତନତା କରାଉଛନ୍ତି । ସରକାରଙ୍କ ଏହି ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନ କରାଉଥିବାରୁ ଗ୍ରାମବାସୀ ବାସୀ ଖୁସି ପ୍ରକଟ କରୁଛନ୍ତି ।