ସେବେ ଜିନ୍ଦାବାଦ ନାରା ଦେଇଥିଲେ : ଏବେ ପତାକା ଉଡ଼ାଇଲେ – କାର୍ଯ୍ୟାନୁଷ୍ଠାନ କେବେ ???

0
42
Spread the love

କଟକ ( ଆୱାଜ ମିଡ଼ିଆ ) – ଶୀକାନ୍ତ ବେଉରା : କଟକରେ ପୁଣି ଘଟିଲା ଅଭାବନୀୟ ଘଟଣା ! ମହମ୍ମଦ ଜୟନ୍ତୀ ଶୋଭାଯାତ୍ରାରେ ପାକିସ୍ଥାନ ଏବଂ ପାଲେଷ୍ଟାଇନ ପତାକା ଉଡ଼ାଯାଇଥିବାର ଅଭିଯୋଗ ଆଣିଲା ହିନ୍ଦୁସେନା ! ପୂର୍ବରୁ ମଧ୍ୟ ବିଧାୟିକା ସୋଫିଆ ଫିର୍ଦ୍ଧଷ ଙ୍କ ବିଜୟ ଶୋଭାଯାତ୍ରାରେ ପାକିସ୍ଥାନ ସପକ୍ଷ ନାରା କୁ ନେଇ ଆସିଥିଲା ଅଭିଯୋଗ ! ତେବେ ଘଟଣାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନହେବାରୁ କଟକ ପରି ଭାଇଚାରାର ସହରରେ ବାରମ୍ବାର ଏପରି ଘଟଣା ଘଟିବା ସହିତ କଟକ ର ସମ୍ମାନ କ୍ଷୁର୍ଣ୍ଣ ହେଉଥିବାର ଅଭିଯୋଗ ଆଣିବା ସହିତ ଘଟଣାରେ ଜଡିତ ଦୋଷୀଙ୍କୁ କଠୋର ଦଣ୍ଡ ପ୍ରଦାନ ପାଇଁ ଦାବୀ ହୋଇଛି !

 

LEAVE A REPLY

Please enter your comment!
Please enter your name here