ଆମ ରିପୋଟରକଟକଜିଲ୍ଲା ମାଣିଆବନ୍ଧ ଥାନାରେ ପହଞ୍ଚିଲେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ କର୍ମକର୍ତ୍ତା !!! By Awaj Media - October 5, 2024 0 70 Spread the loveବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ପଡୋଶୀ ଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ସାମ୍ବାଦିକ ! ଥାନାରେ ମାମଲା ରୁଜୁ ସତ୍ତ୍ୱେ ପୁଲିସ ର କାର୍ଯ୍ୟାନୁଷ୍ଠାନ ଶୂନ ! ଘଟଣା ସମ୍ପର୍କରେ ସୂଚନା ପାଇ ମାଣିଆବନ୍ଧ ଥାନାରେ ପହଞ୍ଚିଲେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ କର୍ମକର୍ତ୍ତା !