କଳ୍ପତରୁ ର ପ୍ରତିଷ୍ଠାତାଙ୍କ ଜନ୍ମ ଦିନ ଅବସରରେ ରକ୍ତଦାନ ଶିବିର !!!

0
33
Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କଳ୍ପତରୁ ର ପ୍ରତିଷ୍ଠାତାଙ୍କ ଜନ୍ମ ଦିନ ଅବସରରେ ରକ୍ତଦାନ ଶିବିର ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରରେ କଳ୍ପତରୁ ର ପ୍ରତିଷ୍ଠାତାଙ୍କ ଜନ୍ମ ଦିନ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ରକ୍ତ ଦାନ ଶିବିରରେ କଳ୍ପତରୁ ଫାଉଣ୍ଡେସନ ର କର୍ମକର୍ତ୍ତା ମାନେ ରକ୍ତ ଦାନ କରିଥିଲେ । ଶିବିଉରାରେ ମୋଟ 30 ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ! ଏହି କାର୍ଯ୍ୟକ୍ରମରେ ରକ୍ତ ଭଣ୍ଡାରର ଲ୍ୟାବ ଟେକ୍ନିସିଆନ ଖଗେଶ୍ୱର ବେହେରା, ଡକ୍ଟର ଅନୀଲ ଆଚାର୍ଯ୍ୟ, ପିଙ୍କି ପାଣି , ଜସ୍ମିତା ନାୟକ ଙ୍କ ସମେତ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here