କୁସୁପୁର ଗାଁରେ ପୋଲ ତଳେ ଯୁବକଙ୍କ ମୃତଦେହ ଉଦ୍ଧାର !!!

0
50
Spread the love

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୋଲ ତଳେ ଯୁବକଙ୍କ ମୃତଦେହ ଉଦ୍ଧାର । ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗାଁରେ। ମୃତ ଯୁବକ ହେଲେ କୁସୁପୁର ଗାଁର ପ୍ରମୋଦ ବେହେରା । ପ୍ରମୋଦ ପୋଲ ତଳେ ମୁହଁ ମାଡି ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଜଣାଇଥିଲେ। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ହୁଏତ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରି ପରିବାର ଲୋକେ ପୋଲିସକୁ ଅଭିଯୋଗ କରିଛନ୍ତି । ମାହାଙ୍ଗା ପୋଲିସ ଶବଟିକୁ ଜବତ କରି ଅଧିକ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here