ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ର ଦିପ୍ତୀପୁର ଠାରେ ମହେଶ ମୋଟର୍ସ TVS ସୋରୁମ ରେ ପୂଜା ବଜାର ରେ ସ୍ୱତନ୍ତ୍ର ରିହାତି ଘୋଷଣା ହୋଇଛି ! ମହେଶ ମୋଟର୍ସ ତରଫରୁ ବରଗଡ ଜିଲ୍ଲା ବାସି ତଥା ଓଡିଶା ବାସି ଙ୍କୁ ଅଭିନନ୍ଦନ ସହିତ ପାର୍ବଣ ଉପଲକ୍ଷେ ସମସ୍ତ ଗ୍ରାହକ ଙ୍କ ପାଇଁ 2000 ଟଙ୍କା ର ଡ଼ିସକାଉଣ୍ଟ ସୁବିଧା ଅଛି ! ପ୍ରତି ଗାଡି କିଣା ଉପରେ 2500 ଟଙ୍କା ର ସୁନିଶ୍ଚିତ ଉପହାର ଅଛି ଏବଂ ଏହା ସହିତ ଲାଇଫ ଟାଇମ ସର୍ଭି୍ସିଙ୍ଗ ଫ୍ରି ଉପଲବ୍ଧ ଅଛି ଓ ଫାଇନେନ୍ସ ର ମଧ୍ୟ ସହଜ ରେ କମ ଡାଉନ ପେମେଣ୍ଟ ରେ ସୁବିଧା କରାଯାଉଛି !
ପୂଜା ବଜାରରେ ମହେଶ ମୋଟର୍ସ ର ସ୍ୱତନ୍ତ୍ର ରିହାତି !!!

