ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ଭୁବନେଶ୍ୱର ର ଜୁନିୟର ମ୍ଯ଼ାନେଜର ବିସିଡି – 2 ବିଜୟ କୁମାର ଉଦୟସିଂହ ଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ! ଭୁବନେଶ୍ୱର , ଖୋରଧା ଏବଂ ପୁରୀ ଠାରେ 6 ଟି ସ୍ଥାନରେ ଭିଜିଲାନସ ଦ୍ୱାରା ଏକକାଳୀନ ଘର ଯାଞ୍ଚ କରାଯାଉଛି।

