ଅଇଁଲାଭଟା ଲକ୍ଷ୍ମୀପୂଜାର କଳସ ଯାତ୍ରା ଅନୁଷ୍ଠିତ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଅଇଁଲାଭଟା ଲକ୍ଷ୍ମୀପୂଜାର କଳସ ଯାତ୍ରା ଅନୁଷ୍ଠିତ ! ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅଇଁଲାଭଟା ରେ ଲକ୍ଷ୍ମୀପୂଜା ଆୟୋଜିତ ହୋଇଯାଇଛି । ଏହି ପୂଜା ଚଳିତ ବର୍ଷ ଚାରି ବର୍ଷରେ ପଦାର୍ପଣ କରିଛି l ମହା ଆଡ଼ମ୍ବରରେ ପୂଜା କମିଟି ପକ୍ଷରୁ ଏ ବର୍ଷ ପାଳିତ ହେଉଛି ପୂଜା ! ସାଜସଜ୍ଜାରେ ମା’ ଙ୍କ ପୂଜା ମଣ୍ଡପ ଝଲସି ଉଠୁଛି । ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠୁଛି ଗାଁ । ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ବୋଲି କମିଟି ପ୍ରକାଶ କରିଛନ୍ତି !

Leave a Reply

Your email address will not be published. Required fields are marked *