ଆମ ରିପୋଟରକନ୍ଧମାଳଜିଲ୍ଲା

ଭାରସାମ୍ୟ ହରାଇ ପରିବା ଦୋକାନ ଓ ଚାହା ଦୋକାନ ଉପରେ ଚଢ଼ିଗଲା ଓ୍ବାଗନର କାର : ୪ ଆହତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ମଙ୍ଗଳବାର ମଧ୍ୟାହ୍ନ ରେ ଦ୍ରୁତ ଗତିରେ ଆସି ଦୁଇ ଜଣଙ୍କୁ ଧକ୍କା ଦେବାପରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ର ନଗ୍ନ ଚିତ୍ର !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବଙ୍ଗିଦା ଠାରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

କୋଣାର୍କ କ୍ୟାନସର ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ପାଳନ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍, ଭୁବନେଶ୍ୱର ଶାଖାର ୫ତମ ବାର୍ଷିକ ଉତ୍ସବ କିଟ୍ କନଭେନସନ୍ ସେଣ୍ଟରରେ…

ଆମ ରିପୋଟରଜିଲ୍ଲାବରଗଡ଼

ଗନ୍ଧମାର୍ଦ୍ଦନ ସୁରକ୍ଷା ଲାଗି ଅଣ୍ଟା ଭିଡିଲା ଗନ୍ଧମାର୍ଦ୍ଦନ ସୁରକ୍ଷା ସମିତି !!!

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ଗନ୍ଧମାର୍ଦ୍ଦନ ସୁରକ୍ଷା ଲାଗି ଅଣ୍ଟା ଭିଡିଲା ଗନ୍ଧମାର୍ଦ୍ଦନ ସୁରକ୍ଷା ସମିତି ! ୧ ଡିସେମ୍ବର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି – ଓଡ଼ିଆ ଭାଷା ପାଇଁ ଏକ ଐତିହାସିକ ପଦକ୍ଷେପ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭାରତ ବର୍ଷର ପ୍ରଥମ ଭାଷା ଭିତ୍ତିକ ରାଜ୍ୟରେ ମାତୃଭାଷାରେ ବିଦ୍ୟାଳୟ ଗୁଡିକରେ ପାଠ ପଢେଇବାପାଇଁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଯୁବ ଖେଳାଳୀ ଙ୍କୁ ପ୍ଲାଟଫର୍ମ ଯୋଗାଇବ YPL ସିଜିନ ୱାନ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଆସନ୍ତା ଡିସେମ୍ବର 20 ରୁ ଭୁବନେଶ୍ୱର ରେ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ YPL…

ଆମ ରିପୋଟରଗଜପତିଜିଲ୍ଲା

ମୃତ୍ତିକା ସଂରକ୍ଷଣ ବିଭାଗ ର କାର୍ଯ୍ୟରତ କର୍ମଚାରୀ ଙ୍କ ବଦଳି କେବେ ???

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଥିବା ମୃତ୍ତିକା ସଂରକ୍ଷଣ ବିଭାଗର କାର୍ଯ୍ୟରତ…

ଆମ ରିପୋଟରଗଜପତିଜିଲ୍ଲା

ଅଖିଳ ଭାରତୀୟ ସାହିତ୍ୟ ପରିଷଦର “ସାହିତ୍ୟ ସମ୍ବର୍ଦ୍ଧନ ଯାତ୍ରା ୨୦୨୪”ରେ ଗଜପତି ଜିଲ୍ଲାର ଯୋଗଦାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅଖିଳ ଭାରତୀୟ ସାହିତ୍ୟ ପରିଷଦ , ଓଡ଼ିଶା ଶାଖା ଦ୍ବାରା ଦୁଇ ଦିନିଆ ସାହିତ୍ୟ…