ଆମ ରିପୋଟରଜିଲ୍ଲାଯାଜପୁର

ଚିନ୍ମୟ ଫାଉଣ୍ଡେସନର ଆନ୍ତର୍ଜାତିକ ଅନଲାଇନ୍ ରଙ୍ଗୋଲି ପ୍ରତିଯୋଗିତାରେ ଭାଗନେଲେ ୧୩୭୨ ଜଣ ପ୍ରତିଯୋଗୀ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗ୍ରାମାଞ୍ଚଳର ଲୋକ ଚିତ୍ରକଳା ଓ ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ଯାଜପୁର…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ରେଙ୍ଗାଲି ବନ୍ଧରୁ ମାଟି ଅତଡା ଖସି ବାପ ଗୁରୁତର : ନାବାଳିକା ଝିଅ ମୃତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ନଡ଼ିଆଭଙ୍ଗା ପାଖ ରେଙ୍ଗାଲି ବନ୍ଧରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଆମ ରିପୋଟରଜିଲ୍ଲାଯାଜପୁର

ଝାଡେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଶୁଖିଲା ଭାତ ଖାଇଲେ ଛାତ୍ର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଝାଡେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁଖିଲା ଭାତ ଖାଇଲେ ଛାତ୍ର , ସ୍ଥାନୀୟ ଅଞ୍ଚଳରେ…

ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡି ର ନେହେରୁ ନଗର ଛକ ନିକଟରେ ଶ୍ୟାମାକାଳୀ ପୂଜା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ର ନେହେରୁ ନଗର ଛକ ନିକଟରେ ଶ୍ୟାମାକାଳୀ ପୂଜା ! ଗଜପତି ଜିଲ୍ଲା…

ଆମ ରିପୋଟରକେନ୍ଦୁଝରଜିଲ୍ଲାରାଜନୀତିରାଜ୍ୟ

କେନ୍ଦୁଝର ଗସ୍ତ ସମୟରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ !!!

କେନ୍ଦୁଝର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କେନ୍ଦୁଝର ଗସ୍ତ ସମୟରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ! ନିଜ ପରିବାର…

ଆମ ରିପୋଟରଗଜପତିଜିଲ୍ଲା

ବରିଷ୍ଠ ନାଗରିକ ଆଶ୍ରା ଅନୁଷ୍ଠାନ ରେ ଦୀପାବଳୀ ପାଳନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହର ଉପକଣ୍ଠରେ ସୁପୁତ୍ର ଅନୁଷ୍ଠାନ ପକ୍ଷ ରୁ ଚାଲି ଥିବା ବରିଷ୍ଠ ନାଗରିକ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ନିଷ୍ଟ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା ଅନୁଷ୍ଠିତ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ଵର ର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିଷ୍ଟ ପବ୍ଲିକ ସ୍କୁଲ ରେ ବିଜ୍ଞାନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ଗାଁ ରେ ପରିବାର ଏବଂ ଗାଁ ଲୋକଙ୍କ ଗହଣରେ ଦିପାବଳି ପାଳନ କରିବେ ମୁଖ୍ୟମନ୍ତ୍ରୀ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପଦବୀ ମୁଖ୍ୟମନ୍ତ୍ରୀ , ହେଲେ ଜୀବନଯାପନ ଏକଦମ ସରଳ ! ଆଲୋକର ପର୍ବ ଦୀପାବଳୀ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ବାତ୍ୟା ‘ଦାନା ‘ରେ କ୍ଷତିଗ୍ରସ୍ତ ଗ୍ରାମବାସୀ ସରକାରୀ ସହାୟତାରୁ ବଞ୍ଚିତ ନେଇ ଅଭିଯୋଗ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବାତ୍ୟା ‘ଦାନା’ କୁ ନେଇ ପ୍ରଶାସନିକ ସ୍ତରରେ ବେଶ୍ ତତ୍ପରତା ଦେଖାଇ ସଫଳତାର…

ଆମ ରିପୋଟରଗଜପତିଜିଲ୍ଲା

ମୋହନା ନିର୍ବାଚନ ମଣ୍ଡଳୀର ରେ ବିଜେଡ଼ି ର ଜନସମ୍ପର୍କ ପଦଯାତ୍ରା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ନିର୍ବାଚନ ମଣ୍ଡଳୀର ହାଇସ୍କୁଲ ପଡିଆ ଠାରୁ ଡାକବଙ୍ଗଳା ପର୍ଯ୍ୟନ୍ତ…