ଆମ ରିପୋଟରଗଜପତିଜିଲ୍ଲା

ଭାରତୀୟ ଜନତା ପାର୍ଟି ପକ୍ଷରୁ କେରାଣ୍ଡି ପଞ୍ଚାୟତରେ ସଦସ୍ୟତା ଗ୍ରହଣ ଅଭିଯାନ କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଭାରତୀୟ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ମାଓନେତା ଆଜାଦ ବାଲିଗୁଡ଼ା ଏଡିଜେ କୋର୍ଟରେ ହାଜର !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଟପ ମାଓନେତା ଆଜାଦ କନ୍ଧମାଳ ଜିଲ୍ଲା ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ଘଟଣା : ପହଞ୍ଚିଲେ ଡାକ୍ତରୀ ଟିମ : ପରିସ୍ଥିତି ନିୟନ୍ତ୍ରଣାଧୀନ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଏସିଡ୍ ଆକ୍ରମଣ ଓ ଏହାର ନିରାକରଣ ଆଇନଗତ ସହାୟତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାଣପୁର ତାଲୁକ ଲିଗାଲ୍ କମିଟି ଅଧ୍ୟକ୍ଷ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ରେ ଜିଲ୍ଲାସ୍ତରୀୟ ଯକ୍ଷ୍ମା ପ୍ରତିଷେଧକ ବିସିଜି ଟୀକାକରଣର ଶୁଭାରମ୍ଭ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତିକାଳୀନ ଏବଂ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଚାକିରି ଦେବା ନାଁ ରେ ଠକେଇ ଅଭିଯୋଗ : ମାଷ୍ଟର ମାଇଣ୍ଡ ସହ ଦୁଇ ସହଯୋଗୀ ଗିରଫ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଚାକିରି ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଠକେଇ ର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମନ୍ଦିର ପୁରୋହିତଙ୍କୁ ବରଣ କରି ଗୁଆ ପଇତା ଦେଲେ ରାଜା : ଅଷ୍ଟମୀରୁ ଶାରଦୀୟ ପର୍ବ ଆରମ୍ଭ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଉତ୍କଳର ପ୍ରାଚୀନ ଶକ୍ତି ପୀଠ ମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ଭଗବତୀଙ୍କ ପୀଠ…

ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡି ସହରରେ ବହୁଳ ପଲିଥିନ ବ୍ୟବହାର : ପୌର ପରିଷଦ କାର୍ଯ୍ୟାନୁଷ୍ଠାନ ନେବ କେବେ ???

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ପଲିଥିନ ଉପରେ କିଛି…

ଆମ ରିପୋଟରକଟକଜିଲ୍ଲା

ଅପରାଧ ଦୁନିଆରେ ପାଖରେ ପଇସା ଥାଇ ମଧ୍ୟ ପେଟକୁ ଦାନା ଯାଏନି କି ଆଖିକୁ ଶାନ୍ତିର ନିଦ ଟିକେ ଆସେନି !!!

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଅପରାଧ ଆତଙ୍କରୁ ଅତରର ସୁଗନ୍ଧ । ଦିନ ଥିଲା ସେ ଥିଲେ ଜଣେ ଦୁର୍ଦାନ୍ତ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତିର ଗୌରବ : ରଜତ ଏବଂ ସରୋଜ ଭାତୃଦ୍ୱୟ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ମାନିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡିର ସ୍ୱନାମଧନ୍ୟ ଶିକ୍ଷକ ସ୍ୱର୍ଗତ ଗୌରାଙ୍ଗ ପାଣିଗ୍ରାହୀଙ୍କ ଦୁଇ ପୁତ୍ର ଡ. ରଜତ କୁମାର…