ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବିସ୍ଥାପିତ, ଜମିହରା କ୍ଷତିଗ୍ରସ୍ତ ବିଚାରମଞ୍ଚ ପକ୍ଷରୁ ଆମ୍ବଗାଡିଆ ବୀରଭୂମିରେ ଆୟୋଜିତ ହୋଇଯାଇଛି ସାମ୍ୱାଦିକ ସମ୍ମିଳନୀ ! ସରକାର, ଜିଲ୍ଲା ପ୍ରଶାସନ ଓ ଟାଟା କମ୍ପାନୀ ର ମନମୁଖି କାର୍ଯ୍ୟ ଓ ମିଛ ପ୍ରତିଶୃତି ବିରୋଧରେ ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କଲେ ବିସ୍ଥାପିତ, ଜମିହରା କ୍ଷତିଗ୍ରସ୍ତ ବିଚାରମଞ୍ଚର କାର୍ଯ୍ୟକର୍ତ୍ତା !
ଆମ୍ବଗାଡିଆ ବୀରଭୂମିରେ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ !!!

