ମାଛ ଧରିବାକୁ ଯାଇ ପାଣିରେ ବୁଡ଼ି ନିଖୋଜ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ବାହାକୁଦ ଘାଟରୁ କିଛି ଦୂରରେ ମାଛ ଧରିବାକୁ ଯାଇ ପାଣିରେ ବୁଡ଼ି ନିଖୋଜ ! ପାଞ୍ଚ ଜଣ ମାଛ ଧରୁଥିବା ବେଳେ ଚାରି ଜଣ ନଦୀ ଭିତରେ ବୁଡି ଯାଇଥିବା ବେଳେ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ! ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି , ଉଦ୍ଧାର ହୋଇଥିବା ତିନି ଜଣଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି !

Leave a Reply

Your email address will not be published. Required fields are marked *