ଆମ ରିପୋଟରଗଜପତିଜିଲ୍ଲା

ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ 134 ତମ ଜୟନ୍ତୀ ସମାରୋହ ଆୟୋଜିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ…

ଆମ ରିପୋଟରକଟକଜିଲ୍ଲା

କିଆପଲ୍ଲା ରାଜ ପ୍ରତିଷ୍ଠିତ ବାବା ବାଲୁଙ୍କେଶ୍ୱର ମନ୍ଦିର ରେ ନୂତନ ଶିବଲିଙ୍ଗ ପ୍ରତିଷ୍ଠା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଆପଲ୍ଲା ରାଜସ୍ବ ଗ୍ରାମରେ ରାଜ ପ୍ରତିଷ୍ଠିତ ବାବା ବାଲୁଙ୍କେଶ୍ୱର…

ଆମ ରିପୋଟରଗଜପତିଜିଲ୍ଲା

ମୃଦୁ ପାନୀୟ ଯୁଗରେ ତଥାପି ରହିଛି ତାଳର ଚାହିଦା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଗ୍ରୀଷ୍ମପ୍ରବାହ ବଢ଼ିଥିବା ବେଳେ ତାପମାତ୍ରା ଦିନ…

ଆମ ରିପୋଟରଜିଲ୍ଲାନୟାଗଡ

ଦଶପଲ୍ଲା ସ୍ୱାଭିମାନ ମାଟି ରେ ନିଶା ମହାରଣାକୁ ବିରୋଧ !!!

ଦଶପଲ୍ଲା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଶ୍ୱ ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡି ଯାତ୍ରା ଅବସରରେ , ଦଶପଲ୍ଲା ମାଟିରେ ଆୟୋଜିତ ଯାତ୍ରାକୁ…

ଆମ ରିପୋଟରଗଜପତିଜିଲ୍ଲା

ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ 2025 !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମତ୍ସ୍ୟ…