ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଗଜପତି ବ୍ଲଡ଼ ଡୋନରର୍ସ ତରଫରୁ ଚହ୍ଲା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତ୍ୟଧିକ ଖରା ଦାଉରୁ ରକ୍ଷା ପାଇବା ନିମନ୍ତେ ଏହି କାର୍ଯ୍ୟକ୍ରମ କରାଯାଉଛି । ଜି. ନବୀନ , ସୁଲତା ପାଣ୍ଡଵ, ମୋହିନୀ ପ୍ରମୁଖ ଉପସ୍ଥିତ ରହି ଚହ୍ଲା ବଣ୍ଟନ କରୁଛନ୍ତି । ଏହିପରି କାର୍ଯ୍ୟକ୍ରମକୁ ଜନସାଧାରଣ ପ୍ରଶଂସା କରିଛନ୍ତି ।
ପବିତ୍ର ଅକ୍ଷୟ ତୃତୀୟା ରେ ଗଜପତି ବ୍ଲଡ଼ ଡୋନରର୍ସ ତରଫରୁ ଚହ୍ଲା ବଣ୍ଟନ କାର୍ଯ୍ୟକ୍ରମ !!!

