ମାଛ ଚାଷ କରି ଲାଭବାନ ହୋଇ ପାରିଛନ୍ତି ଉଦ୍ୟମୀ ଚାଷୀ ଜୟ କିଶୋର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମାଛ ଚାଷ କରି ଲାଭବାନ ହୋଇ ପାରିଛନ୍ତି ଉଦ୍ୟମୀ ଚାଷୀ । ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ଖରସଣ୍ଡା ଗ୍ରାମର ଗେଦିଲା ଜୟ କିଶୋର ବାୟୋ ପ୍ଲକ ମାଛ , ଯାଆଁଳ ଚାଷ କରି ଲାଭବାନ ହୋଇ ପାରିଛନ୍ତି ! ସେ ମତ୍ସ୍ୟ ବିଭାଗ ପକ୍ଷରୁ ସହାୟତା ପାଇବା ପରେ , ନିଜର ବାୟୋ ପ୍ଲକ ମାଛ ଚାଷ ଆରମ୍ଭ କରିଥିଲେ । ଗେଦିଲା ଜୟ କିଶୋର ଏହି ମାଛ ଯାଆଁଳ ବିକ୍ରି କରିବା ସହିତ ନିଜ ପୋଖରୀ ରେ ଛାଡି ମାଛ ବଡ଼ ହେଲେ ବିକ୍ରି କରି ଦୁଇ ପଇସା ଲାଭବାନ ହୋଇପାରିଛନ୍ତି !

Leave a Reply

Your email address will not be published. Required fields are marked *