କାଳିଆପାଣି ଥାନା ଆଇଆଇସି ଶିବ ବେହେରାଙ୍କ ଦବଙ୍ଗଗିରି !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଥାନା ଆଇଆଇସି ଶିବ ବେହେରାଙ୍କ ଦବଙ୍ଗଗିରି ! ସୋସିଆଲ ମିଡ଼ିଆ ରେ ପୋଷ୍ଟ କୁ ନେଇ କାଳିଆପାଣି ଆଇଆଇସି ଶିବ ବେହେରା ଖରାବେଳେ କଲରଙ୍ଗୀ ଗ୍ରାମର ସିଦ୍ଧାନ୍ତ ବେହେରା କୁ ଉଠେଇନେଇ ବହୁତ ପିଟିଥିଲେ ! ଥାନାରେ କୌଣସି ଏତଲା ନଥାଇ ତା ଘରୁ ଉଠେଇ ଆଣି ପିଟି ଲହୁଲୁହାଣ କରିଛନ୍ତି କାଳିଆପାଣି ଆଇଆଇସି ଶିବ ବେହେରା ! ସୂଚନା ଯୋଗ୍ୟ ବିଗତ ଦିନରେ ମଧ୍ୟ ବଡମ୍ବା ଥାନାରେ ଥିବା ସମୟରେ ନୟାଗଡ ର ଜଣେ ଗୋସେବକ , ଏବଂ ବାଙ୍କୀ ଥାନାରେ ଥିବା ବେଳେ ଜଣେ ସାମାଜିକ କର୍ମୀ ଙ୍କୁ ଏପରି ମାଡ ମାରିଥିବାର ନଜିର ଅଛି !

Leave a Reply

Your email address will not be published. Required fields are marked *