ଖୋରଧା ବାଲିପାଟପୁର ଗାଁର ଅପହୃତ ଶିଶୁ ବଡମ୍ବା ଅଞ୍ଚଳରୁ ଉଦ୍ଧାର !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଖୋରଧା ବାଲିପାଟପୁର ଗାଁର ଅପହୃତ ଶିଶୁ ବଡମ୍ବା ଅଞ୍ଚଳରୁ ଉଦ୍ଧାର ! ଚକୋଲେଟ ଦେଇ ଶିଶୁ ଅପହରଣ । ଖୋରଧା ବାଲିପାଟପୁର ଗାଁର ଅପହୃତ ଶିଶୁ କେଶବ ବେହେରା ଙ୍କର ପୁଅ ଚନ୍ଦନ ବେହେରା ବଡମ୍ବା ଅଞ୍ଚଳରୁ ଉଦ୍ଧାର ହୋଇଛି ।

Leave a Reply

Your email address will not be published. Required fields are marked *