ରାଜଧାନୀରେ ଏନକାଉଣ୍ଟର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭୁବନେଶ୍ୱର ବରମୁଣ୍ଡା ହାଇସ୍କୁଲ ପଡିଆରେ ଏନକାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ । ଅପରାଧୀର ଡାହାଣ ଗୋଡରେ ଗୁଳି ବାଜିଥିବାର ଜଣାଯାଇଛି । ଚିକିତ୍ସା ପାଇଁ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସମୟରେ ଚକରା ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବାର ଜଣାଯାଇଛି ।

Leave a Reply

Your email address will not be published. Required fields are marked *