ବର୍ଷା ଋତୁରେ କଟକ ଜିଲ୍ଲାର ସମସ୍ତ ବାଲିଘାଟ ବନ୍ଦ ପାଇଁ ନିର୍ଦ୍ଦେଶ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବର୍ଷା ଋତୁରେ କଟକ ଜିଲ୍ଲାର ସମସ୍ତ ବାଲିଘାଟ ବନ୍ଦ ପାଇଁ ନିର୍ଦ୍ଦେଶ ! କଟକ ଜିଲ୍ଲାର ସମସ୍ତ ବାଲି ଘାଟଗୁଡ଼ିକ ବନ୍ଦ କରିବା ପାଇଁ ଚିଠି ! ଚଳିତ ମୌସୁମୀ ଋତୁରେ କୌଣସି ବି ଘାଟରୁ ବାଲି ଉଠାଯାଇ ପାରିବନି ବାଲି ! କଟକ ଜିଲ୍ଲାର ସମସ୍ତ ଲିଜ୍‌ଧାରୀଙ୍କୁ ରାଜ୍ୟ ଖଣି ବିଭାଗ ପକ୍ଷରୁ ଚିଠି କାର୍ଯ୍ୟକାରୀ କରିବା ପାଇଁ ଗ୍ରାମଞ୍ଚଳର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ! ସ୍ଥାନୀୟ ତହସିଲଦାର ଏବଂ ଉପଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି ! ନିର୍ଦ୍ଦେଶ ଅବମାନନା କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ !

Leave a Reply

Your email address will not be published. Required fields are marked *