ଭୀମ ଆର୍ମି ଭାରତ ଏକତା ମିଶନ ଓଡିଶା ଶାଖା ତରଫରୁ ଲୋୟର ପିଏମଜି ରେ ବିକ୍ଷୋଭ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭୀମ ଆର୍ମି ଭାରତ ଏକତା ମିଶନ ଓଡିଶା ଶାଖା ତରଫରୁ ଲୋୟର ପିଏମଜି ରେ ବିକ୍ଷୋଭ ! ସାମ୍ବିଧାନିକ ଏବଂ ଆଇନିଗତ ସୁରକ୍ଷା ସତ୍ୱେ ଓଡ଼ିଶାରେ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଗୁଡ଼ିକ ପଦ୍ଧତିଗତ ହିଂସା, ବୈଷମ୍ୟ ଏବଂ ସାମାଜିକ ବର୍ଜନର ସମ୍ମୁଖୀନ ହେଉଛନ୍ତି । ସାଂପ୍ରତିକ ନୃଶଂସ ଆକ୍ରମଣ, ଜାତିଭିତ୍ତିକ ଅତ୍ୟାଚାର, ଧାର୍ମିକ ଭାବନା ଏବଂ ସଂଗଠନିକ ଅବହେଳା ଘଟଣା ମାନବାଧିକାର କର୍ମୀ ଏବଂ ନାଗରିକ ସମାଜ ସଂଗଠନ ମଧ୍ୟରେ କ୍ରୋଧ ସୃଷ୍ଟି କରିଛି । ଏହାର ପ୍ରତିବାଦରେ ରାଜଧାନୀ ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରି ଭୀମ ଆର୍ମି ଭାରତ ଏକତା ମିଶନ ଓଡ଼ିଶା ଶାଖା ଏହାକୁ ଦୃଢ଼ ନିନ୍ଦା କରିଛି ।

Leave a Reply

Your email address will not be published. Required fields are marked *