ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରୋଟାରୀ ଜିଲ୍ଲା 3262 ର ନୂତନ ପ୍ରାନ୍ତପାଳ ଭାବରେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ରୋଟାରୀଆନ ମନୋଜ ତ୍ରିପାଠୀ ! ରାଜଧାନୀ ରେଲ ଅଡିଟୋରିଅମ ରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ! ସ୍ୱତନ୍ତ୍ର ଅତିଥି ଭାବରେ PRID ମନୋଜ ଦେଶାଇ , 2024 – 25 ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର , IIW ପ୍ରେସିଡେଣ୍ଟ ମମତା ଗୁପ୍ତା , ରୋଟାରୀ ଜିଲା 3262 ର ଫାଷ୍ଟ ଲେଡି ମଧୁସ୍ମିତା ତ୍ରିପାଠୀ ପ୍ରମୂଖ ମଞ୍ଚାସିନ ଥିଲେ ! ଆନୁଷ୍ଠାନିକ ଭାବରେ 2024 – 25 ର ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର , 2025 – 26 ପ୍ରାନ୍ତପାଳ ମନୋଜ ତ୍ରିପାଠୀ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ !
ରାଜଧାନୀ ରେଲ ଅଡିଟୋରିଅମ ରେ ଆୟୋଜିତ ହୋଇଥିଲା ରୋଟାରୀ ଜିଲ୍ଲା 3262 ର ନୂତନ ପ୍ରାନ୍ତପାଳ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ ! ଆନୁଷ୍ଠାନିକ ଭାବରେ 2024 – 25 ର ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର , 2025 – 26 ପ୍ରାନ୍ତପାଳ ମନୋଜ ତ୍ରିପାଠୀ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ! ତେବେ ଗତ ବର୍ଷ ନିଜ ରୋଟାରୀ କାର୍ଯ୍ୟ ଅନୁଭୂତି ଆମ ଆଗରେ କହିଥିଲେ 2024 – 25 ର ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର , ବହୁ ବରିଷ୍ଠ ରୋଟାରୀଆନ ଯଜ୍ଞାଶିଷ ମହାପାତ୍ର ପ୍ରାନ୍ତପାଳ ଭାବରେ ଥିବା ସମୟରେ କରିଥିବା ପ୍ରୋଜେକ୍ଟ ସମ୍ପର୍କରେ ବର୍ଣ୍ଣନା କରିଥିଲେ !
ରୋଟାରୀ ଜିଲ୍ଲା 3262 ତରଫରୁ ଆୟୋଜିତ ହୋଇଥିଲା DG ଙ୍କ ଅଧିଷ୍ଠାନ ଦିବସ କାର୍ଯ୍ୟକ୍ରମ ! ରାଜଧାନୀ ରେଲ ଅଡିଟୋରିଅମ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବର୍ଷ 2025 – 26 ପାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ରୋଟାରୀଆନ ମନୋଜ ତ୍ରିପାଠୀ ! ସ୍ୱତନ୍ତ୍ର ଅତିଥି ଭାବରେ PRID ମନୋଜ ଦେଶାଇ , IIW ପ୍ରେସିଡେଣ୍ଟ ମମତା ଗୁପ୍ତା ଯୋଗଦେଇ ରୋଟାରୀ ଜିଲ୍ଲା 3262 ର ବିଭିନ୍ନ ପ୍ରୋଜେକ୍ଟ ଏବଂ ଆଗାମୀ ବର୍ଷର ଆକ୍ସନ ପ୍ଲାନ କୁ ବେଶ ପ୍ରଶଂସା କରିଥିଲେ !
ରୋଟାରୀ ଜିଲ୍ଲା 3262 ର ବିଭିନ୍ନ ପ୍ରୋଜେକ୍ଟ ଏବଂ ଆଗାମୀ ବର୍ଷର ଆକ୍ସନ ପ୍ଲାନ କୁ ବେଶ ପ୍ରଶଂସା କଲେ ଅତିଥି !!!

