କମିଶନରେଟ୍ ପୋଲିସ କୁ ସଫଳତା : ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କମିଶନରେଟ୍ ପୋଲିସ କୁ ବଡ ସଫଳତା । ମାଲଗୋଦାମ ଥାନା ପୋଲିସ ଓ ସ୍ପେସାଲ ସ୍କ୍ୱାର୍ଡ ଚଢାଉ କରି ଛଅ ଦୁର୍ଦ୍ଦାନ୍ତ ଅପରାଧୀ ଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ସହ ପାଞ୍ଚଟି ବନ୍ଧୁକ ଏବଂ ପନ୍ଦର ରାଉଣ୍ଡ ଗୁଳି ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ବନ୍ଧୁକ ବିକ୍ରି କରିବା ସହ , ଅପରାଧ ଘଟାଇବା ଯୋଜନାରେ ଥିଲା ବୋଲି ପୁଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତ ନାମ ରେ ବିଭିନ୍ନ ଜିଲ୍ଲାରେ ର ଥାନା ରେ ରହିଛି ଏକାଧିକ ମାମଲା ।

Leave a Reply

Your email address will not be published. Required fields are marked *