ଓଡ଼ିଆ ଦୈନିକ ସକାଳ ସମ୍ବାଦପତ୍ର ପକ୍ଷରୁ ବୃକ୍ଷ ଚାରା ବଣ୍ଟନ ଅଭିଯାନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡ଼ିଆ ଦୈନିକ ସକାଳ ସମ୍ବାଦପତ୍ର ପକ୍ଷରୁ , ଭୁବନେଶ୍ୱର ଏବଂ ସମୀପବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବୃକ୍ଷ ଚାରା ବଣ୍ଟନ ଅଭିଯାନ ଆରମ୍ଭ ହୋଇଛି ! ସାମ୍ପ୍ରତିକ ସମୟରେ ଏପରି ଆୟୋଜନ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ! ଏହି ପ୍ରଚେଷ୍ଟା ସାରା ସହର ଓ ତାହା ସହିତ କିଛି ଜିଲ୍ଲା ରେ ବ୍ୟାପକ ଭାବରେ ପ୍ରଭାବ ପକାଇଛି, ଯାହା ସମସ୍ତଙ୍କ ପାଇଁ ସୁଲଭ ଏବଂ ସହଜ ହୋଇଥିଲା । ଏହି ଅଭିଯାନଟି ପ୍ରକୃତି ସୁରକ୍ଷା ଦିବସ ର ସରକାରୀ ଲକ୍ଷ୍ୟକୁ ସମର୍ଥନ କରିଥିଲା, ଯାହାର ଉଦ୍ଦେଶ୍ୟ ହେଉଛି ପୁନଃବନାୟନ ଓ ସସ୍ୟତାମୂଳକ ଜୀବନ ପ୍ରଣାଳୀକୁ ପ୍ରୋତ୍ସାହନ ଦେବା ।

Leave a Reply

Your email address will not be published. Required fields are marked *