ଆମ ରିପୋଟରଜିଲ୍ଲାରାୟଗଡା

କବାଡି ପ୍ରତିଯୋଗିତା ପ୍ରିମିୟର ଲିଗ୍ ସିଜନ୍ – ୨୫ : ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ସହରର ତେଜସ୍ଵିନି ହୋଟେଲ ରେ କବାଡି ପ୍ରିମୀୟର ଲିଗ୍ ସିଜନ୍ ୦୨ ର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ର ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ଗୋଶାଳା ର ଦ୍ଵିତୀୟ ବାର୍ଷିକ ଉତ୍ସବ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗାଲୁଆ ଗ୍ରାମ ପାଞ୍ଚାୟତ ଅଧିନସ୍ଥ ସାନହନ୍ତୁଆଡ଼ ଗ୍ରାମର  ଶ୍ରୀ…

ଆମ ରିପୋଟରକଟକଜିଲ୍ଲା

ତାଳବସ୍ତ ଶ୍ରୀ ବିଦ୍ୟାନିକେତନ ପରିସରରେ ବୃକ୍ଷରୋପଣ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଅଂଚଳର ଶିଶୁ ଇଂରାଜୀ ଖେଳ ଶିକ୍ଷା ଅନୁଷ୍ଠାନ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଗମ୍ଭାରୀମୁଣ୍ଡା ଅଞ୍ଚଳ ର ତିନୋଟି ମନ୍ଦିରରୁ ଚୋରି !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ମଣ୍ଡଳ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ବଜାରର ତିନୋଟି ମନ୍ଦିରରୁ ଦୁର୍ବୃତ୍ତ ମାନେ ଲକ୍ଷାଧିକ ଟଙ୍କା…

ଆମ ରିପୋଟରକଟକଜିଲ୍ଲା

ସିଂହନାଥ ପୀଠ ରେ ଶ୍ରାବଣ ମାସର ପ୍ରଥମ ସୋମବାର ରେ ୫ହଜାର ରୁ ଉର୍ଦ୍ଧ ଭକ୍ତ ସମାଗମ !!!

ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଆଜି ଶ୍ରାବଣ ମାସ ପ୍ରଥମ ସୋମବାର । ଦୂର ଦୁରାନ୍ତ ରୁ ଆସି ମହାଦେବ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘର ଷଷ୍ଠ ମାସିକ ବୈଠକ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘର ଷଷ୍ଠ ମାସିକ ବୈଠକ l ଢେଙ୍କାନାଳ ଜିଲ୍ଲା…

ଆମ ରିପୋଟରଗଜପତିଜିଲ୍ଲା

ହୋଟେଲ ରେଷ୍ଟୁରାଣ୍ଟ ରେ ବହୁଳ ଭାବରେ ଘରୋଇ ସିଲିଣ୍ଡର ବ୍ୟବହାର : ବିଭାଗ ନାମକୁ ମାତ୍ର ଚଢ଼ାଉ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ବିଭିନ୍ନ ହୋଟେଲ ରେ ବହୁଳ ବ୍ୟବହାର…

ଆମ ରିପୋଟରଜିଲ୍ଲାଯାଜପୁର

୭୭ ତମ ସମୀକ୍ଷା ବୈଠକ ସହ ଚିନ୍ମୟ ଫାଉଣ୍ଡେସନର ମିଶନ ଅମୃତ ହସ୍ତମ ପକ୍ଷରୁ ୨୭୬ ଓ ୨୭୭ ତମ ସାପ୍ତାହିକ ସେବା କାର୍ଯ୍ୟ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ୱର କୋଣ ଅନୁକୋଣରେ ମହାମାରୀ କରୋନା ତାଣ୍ଡବ ରଚିଥିବା ବେଳେ, ଏହାର ପ୍ରତିକାର…

ଆମ ରିପୋଟରଗଜପତିଜିଲ୍ଲା

ସମସ୍ୟା ଘେରରେ ରହିଛି , ଜଳଛାୟା ପ୍ରକଳ୍ପ ତଥା ମୃତ୍ତିକା ସଂରକ୍ଷଣ ବିଭାଗ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା , ପାରଳାଖେମୁଣ୍ଡିରେ ଥିବା ଜଳଛ।ୟା ପ୍ରକଳ୍ପ ନିର୍ଦ୍ଦେଶକ ତଥା…