ସୁକିନ୍ଦା ରୁ ମହିଳାଙ୍କୁ ଅପହରଣ ଘଟଣା : ତଦନ୍ତ ପାଇଁ ବଜରଙ୍ଗ ଦଳ ପକ୍ଷରୁ ସୁକିନ୍ଦା ଥାନାରେ ଦାବିପତ୍ର ପ୍ରଦାନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଅଞ୍ଚଳରୁ ଜଣେ ମହିଳାଙ୍କୁ କିଛି ଯୁବକ ଅପହରଣ କରି ନେଇଥିବା ବେଳେ , ପୋଲିସ ବର୍ତ୍ତମାନ ସୁଦ୍ଧା ମହିଳାଙ୍କୁ ଉଦ୍ଧାର କରି ପାରିନାହିଁ । ଅପହରଣ କରିଥିବା ଅଭିଯୁକ୍ତ ମାନେ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବା କୁହାଯାଉଛି । ନିଖୋଜ ମହିଳାଙ୍କୁ ତୁରନ୍ତ ଉଦ୍ଧାର କରି ଦୋଷି ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରଣ କରିବା ଦାବିରେ ସୁକିନ୍ଦା ଥାନାରେ ବଜରଙ୍ଗ ଦଳ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *