କଟକ ସହର ମାଟି ରୁ ଆସିଲାଣି ପାର୍ବଣର ମହକ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ପାର୍ବଣ ପୂର୍ବର ପ୍ରସ୍ତୁତି ! କଟକ ସହର ମାଟି ରୁ ଆସିଲାଣି ପାର୍ବଣର ମହକ । ଯାହାକୁ ନେଇ ବର୍ତ୍ତମାନ ସହର ଏକପ୍ରକାର ଚଳଚଂଚଳ। ଏହା ସହ ସହର ଶାନ୍ତି କମିଟି ସମ୍ପୂର୍ଣ୍ଣ ଆକ୍ଟିଭ । ପାର୍ବଣ ପ୍ରାରମ୍ଭ ପୂର୍ବରୁ କମିଟିର ପ୍ରସ୍ତୁତି ବୈଠକ । ହଜାର ବର୍ଷର ଐତିହାସିକ ସହରରେ ପାରମ୍ପରିକ ପର୍ବ କିପରି ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳା ଭିତରେ ପାଳନ ହେବ ସେଥିପାଇଁ ଶାନ୍ତି କମିଟିର ବୈଠକରେ ପୋଲିସ ପ୍ରଶାସନ , ରାଜନେତାଙ୍କ ସମେତ ସହରର ବହୁ ମୁରବୀ ଓ ବୁଦ୍ଧିଜୀବୀ ସାମିଲ । ରାସ୍ତାଘାଟ ମରାମତି , ଆଲୋକୀକରଣ , ସଫେଇକୁ ଗୁରୁତ୍ୱ । ସ୍ୱତନ୍ତ୍ର ଭାବେ ଡିଜେ , ଲେଜର , ଫାୟାର ୱାର୍କ କୁ ବାରଣ । ଆଫିଡେଫିଟ, ଏନଓସି , ସିଙ୍ଗିଲ ଉଇଣ୍ଡୋ ଉପରେ ଫୋକଶ ।

Leave a Reply

Your email address will not be published. Required fields are marked *