ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ସରକାର ଙ୍କ ପକ୍ଷରୁ ଚାଲିଥିବା “ଆସ ସ୍କୁଲ ଯିବା” କାର୍ଯ୍ୟକ୍ରମ ରେ ବାଣପୁର ବାନାମ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଭୀମପୁର କ୍ଲଷ୍ଟର ରେ ୧୧ ଜଣ ଶିକ୍ଷାର୍ଥୀ ଅଧାରୁ ପାଠ ଛାଡିଥିବା ୬ ରୁ ୧୪ ବର୍ଷରେ ଶିକ୍ଷାର୍ଥୀ ପୁର୍ନବାର ପାଠ ପଢିବାର ସୁଯୋଗ ପାଇଲେ । ଏଥିରେ ବାଣପୁର ବି.ଇ.ଓ ସନାତନ ଜାଲି ଓ ସି. ଆର୍.ସି.ସି ପ୍ରମୋଦ କୁମାର ପାତ୍ର ଙ୍କ ସହଯୋଗ ରେ ଶିକ୍ଷାର୍ଥୀ ମାନେ ପାଠ ପଢିବାକୁ ସୁଯୋଗ ପାଇଲେ ।
ଆସ ସ୍କୁଲ ଯିବା ର ସଫଳ ରୂପାୟନ !!!

