ଆଉ ନାହାନ୍ତି ସାମ୍ବାଦିକ ଚକ୍ରବର୍ତ୍ତୀ ଓତା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅଂଚଳର ଜଣାଶୁଣା ସାମାଜିକ କର୍ମୀ , ବହୁ ସଂଘର୍ଷ ଆନ୍ଦୋଳନ ର କର୍ଣ୍ଣଧାର , ଆୱାଜ ମିଡ଼ିଆ ର ପାରାଦୀପ ପ୍ରତିନିଧି ଚକ୍ରବର୍ତ୍ତୀ ଓତା ଙ୍କ ର ଅକାଳ ନିଧନ ଖବର ସମସ୍ତଙ୍କୁ ସ୍ତଂଵିଭୂତ କରିଛି !

Leave a Reply

Your email address will not be published. Required fields are marked *