ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପୂର୍ବତନ ସାଂସଦ ଙ୍କ ସହ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉପରେ ଚର୍ଚ୍ଚା ! ମାନ୍ୟବର ପୂର୍ବତନ ସାଂସଦ ପ୍ରସନ୍ନ ପା୍ଟଶାଣୀ, ଏଡିସନଲ ସେକ୍ରେଟାରୀ (ପାନୀୟ ଜଳ) ଓ ବିଶ୍ୱର ସର୍ବଶ୍ରେଷ୍ଠ ବୈଜ୍ଞାନିକ (Govt of India) ଶ୍ୟାମ ସୁନ୍ଦର ରାଠି ବିଷ ମୁକ୍ତ ପାନୀୟ ଜଳର ପ୍ରକଳ୍ପ ଉପରେ ଚର୍ଚ୍ଚା କରିଛନ୍ତି ।
ପୂର୍ବତନ ସାଂସଦ ଙ୍କ ସହ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉପରେ ଚର୍ଚ୍ଚା !!!

