କୃଷି ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ଦୀର୍ଘ ଦିନ ହେଲା ପୁରଣ ହେଉନାହିଁ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଥିବା କୃଷି ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ପୂରଣ ହେଉ ନାହିଁ । ସହକାରୀ ଯନ୍ତ୍ରୀ ଏହି ଦାୟିତ୍ୱ ତୁଲାଉଛନ୍ତି । ଜଣେ ଅଧିକାରୀ ଙ୍କୁ ଅଧିକ ଦାୟିତ୍ଵ ଦିଆଯାଉଛି । ଜିଲ୍ଲାରେ ବିକାଶ ହେବ କିପରି । ନୂତନ ସରକାର ଏଥି ପ୍ରତି ଧ୍ୟାନ ଦେଲେ ଜିଲ୍ଲାର ବିକାଶ ହୋଇ ପାରିବ ବୋଲି ଚାଷୀ ମହଲରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *