ଜିଲ୍ଲା ସ୍ତରୀୟ ବିଶ୍ବ ଶ୍ରମିକ ଦିବସ ସମାରୋହ 2026 ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ରେ ଜିଲ୍ଲା ସ୍ତରୀୟ ବିଶ୍ୱ ଶ୍ରମ ଦିବସ ମହସୋମହର ରେ ପାଳିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି . ତିରୁପତି ରାଓ, ପୌର ପରିସଦ ଅଧ୍ୟକ୍ଷ। ନିର୍ମଳ। ସେଠି , ଏସ ଡି ପି ଓ ମାଧବ ନନ୍ଦ ନାୟକ , ଶ୍ରମ ଅଧିକାରୀ ପ୍ରମୁଖ ମଞ୍ଚ।ସିନ ଥିଲେ । ଶ୍ରମ ବିଭାଗ ପକ୍ଷ ରୁ ହେଉଥିବା ଯୋଜନା ଉପରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ବହୁ ଶ୍ରମିକ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *